Advertisment

ଭିଏସଏସୟୁଟିକୁ ଆଇଆଇଇଏସଟି କରିବାକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ବା ଭିଏସଏସୟୁଟିକୁ ପାର୍ଲାମେଣ୍ଟର ଆଇନର ବଳରେ ଏକ ଆଇଆଇଇଏସଟି ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ସାଇନସ୍ ଆଣ୍ଡ ଟେକ୍ନୋଲୋଜିରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର । ଏନେଇ କେନ୍ଦ୍ର ମାନବ ସମ୍ବଳ ସଚିବ ସତ୍ୟନାରାୟଣ ମହାନ୍ତି ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ୨୦୦୭ ମସିହାରେ ଗଠିତ ଆନନ୍ଦକ୍ରିଷ୍ଣନ କମିଟରା ସୁପାରିଶ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭିଏସଏସୟୁଟିକୁ ଆଇଆଇଇଏସଟି କରିବାକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

veer

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ବା ଭିଏସଏସୟୁଟିକୁ ପାର୍ଲାମେଣ୍ଟର ଆଇନର ବଳରେ ଏକ ଆଇଆଇଇଏସଟି ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ସାଇନସ୍ ଆଣ୍ଡ ଟେକ୍ନୋଲୋଜିରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର । ଏନେଇ କେନ୍ଦ୍ର ମାନବ ସମ୍ବଳ ସଚିବ ସତ୍ୟନାରାୟଣ ମହାନ୍ତି ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ୨୦୦୭ ମସିହାରେ ଗଠିତ ଆନନ୍ଦକ୍ରିଷ୍ଣନ କମିଟରା ସୁପାରିଶ ଅନୁସାରେ ଭିଏସଏସୟୁଟିକୁ ଯଥାଶୀଘ୍ର ଏଭଳି ଏକ ଜାତୀୟ ସ୍ତର ପ୍ରତିଷ୍ଠାନର ମର୍ଯ୍ୟାଦା ଦିଆଯାଇ ଏହାର ବିକାଶ କରାଯାଉ ବୋଲି ଶ୍ରୀ ପତି ଅନୁରୋଧ କରିଛନ୍ତି।

Advertisment