ରାଜ୍ୟରେ ଆସନ୍ତା କିଛି ଦିନ କେମିତି ରହିବ ପାଗ। ବର୍ଷା ହେବ ନା ଖରାରେ ହନ୍ତସନ୍ତ ହେବେ ଲୋକେ ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
୪ ବର୍ଷ ତଳେ ଭିଣୋଇ ପ୍ରେମରେ ଘର ଛାଡ଼ିଥିଲେ; ଆଜି ପୁଅକୁ ଧରି ନଦୀକୁ ଡେଇଁ ପଡ଼ିଲେ
ପିପିଲି ବଜାର ଅଞ୍ଚଳର ମହେଶ୍ୱର ବେହେରାଙ୍କ ବଡ଼ଝିଅ ନିମାପଡା ଥାନା ଜୁଆଁଲି ଗାଁର ଗାଣ୍ଡୁଆ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ପତ୍ନୀ ଥାଉଁ ଥାଉଁ ଗାଣ୍ଡୁଆ ଶାଳୀ ଇପ୍ସିତା ବେହେରାଙ୍କ ପ୍ରେମରେ ପଡ଼ିଥିଲେ।
Miscellaneous
ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ
କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମ୍ ଅନୁଧ୍ୟାନ କରିଛି। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସ୍ଆଇର ୬ ଜଣିଆ ଟିମ ସୂର୍ଯ୍ୟମନ୍ଦିର ପରିସରରେ ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲି କଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଛି ଟିମ୍।
Miscellaneous
ଗୁରୁଚରଣ ଦାସ ୱାଟକୋ ପରିଚାଳନା ନିର୍ଦ୍ଦେଶକ
ଗୁରୁଚରଣ ଦାସଙ୍କୁ ଏବେ ୱାଟକୋରେ ଭୁବନେଶ୍ୱର ଡିଭିଜନ-୨ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।
Miscellaneous
ପୁଲିସ ଡିଜି ପଦବୀରେ ସର୍ବନିମ୍ନ ୨ବର୍ଷ କାର୍ଯ୍ୟ କରିବେ ଖୁରାନିଆ, ବିଜ୍ଞପ୍ତି ଜାରି
ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ ।
Miscellaneous
ଏତେ ଭିଡ଼ କାହିଁକି? ଭାବନ୍ତୁ
‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କେବଳ ୨ହଜାର ମହିଳାଙ୍କ ବ୍ୟତୀତ, ବାକି ସମସ୍ତ ଆବେଦନକାରୀଙ୍କୁ ଯାଇଛି ସୁଭଦ୍ରା ଟଙ୍କା। ଗତରାତି ସୁଦ୍ଧା ୯୭ ହଜାର ହଜାର ହିତାଧିକାରୀଙ୍କ ଆପ୍ଲିକେସନ ପେଣ୍ଡିଂ ଥିଲା।