କେଉଁଠି ଜଳ ନଷ୍ଟ ତ କେଉଁଠି ଜଳକଷ୍ଟ। ଶୋଷ ମେଣ୍ଟୁନି କି ଜଳକଷ୍ଟ ଦୂର ହେଉନି। ଯେଉଁ ମୁନ୍ଦାଏ ପାଣି ମିଳୁଛି ସେଥିରେ ପୁଳା ପୁଳା ରୋଗ ଫ୍ରି। ଉପର ମୁଣ୍ଡରେ ସରକାରୀ ବାବୁ ଆଉ ତଳ ମୁଣ୍ଡରେ କୁଜି ନେତାଙ୍କ ଯୋଗୁଁ ବାଟବଣା ହେଉଛି ବସୁଧା ଯୋଜନା !
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଉଦ୍ଧତ ଯୁବକର ଷଣ୍ଢ ବାହନ!
ଦେଖିବାକୁ ଅଜବ ଲାଗୁଥାଇ ପାରେ ହେଲେ ଦୃଶ୍ୟଟି ସତ। ଖୋଲା ରାସ୍ତାରେ ଷଣ୍ଢ ଉପରେ ବସି ମାଡ଼ି ଯାଉଛି ଏହି ଉନ୍ମତ୍ତ ଯୁବକ। ଓଁ ନମଃ ଶିବାୟ, ଜୟ ଭୋଲେନାଥର ନାରା ଦେଇ ଦୁଃସାହସିକ ଷଣ୍ଡ ରାଉଡ୍ କରୁଛି ଯୁବକ ଜଣଙ୍କ।
Odisha
ବୃତ୍ତିରେ ବାଧକ ବାର୍ଦ୍ଧକ୍ୟ
ପାରମ୍ପରିକ ହସ୍ତତନ୍ତର ବିକ୍ରିବଟା ସହ କାରିଗରଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟରେ ଛିଡ଼ା ହୋଇଛି ମଣିନାଗ ତନ୍ତୁବାୟ ସହଯୋଗ ସମିତି । କିନ୍ତୁ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ବୃତ୍ତି ଛାଡ଼ିବାକୁ ବସିଲେଣି ବୁଣାକାର।
Odisha
ଭୋଟ ବେଳେ ଲାଞ୍ଚ ?
ଭୋଟ ବେଳେ ସରକାର ବିଭିନ୍ନ ଜାତିକୁ ଦେଉଛନ୍ତି କି ଲାଞ୍ଚ? ଭୋଟ ହେବାର ସପ୍ତାହେ ପୂର୍ବରୁ ସରକାରୀ ଉପହାର ନେଇ ଉଠିଲା ପ୍ରଶ୍ନ। ଝାରସୁଗୁଡ଼ା ଉପନିର୍ବାଚନର ୭ ଦିନ ପୂର୍ବରୁ ଅଗ୍ରିଆ ସମାଜ ପାଇଁ ଘର ଓ ଟଙ୍କା।
Odisha
5Tକୁ ପ୍ରଶଂସା କଲେ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ
ଆଗାମୀ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତେବେ କେଉଁ ଦଳରୁ ଲଢ଼ିବେ, ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ନିଜେ ୪/୫ ଆସନରେ ସର୍ଭେ କରୁଛନ୍ତି।