Advertisment

ବୁଡ଼ିଗଲା କି ବସୁଧା ଯୋଜନା ?

କେଉଁଠି ଜଳ ନଷ୍ଟ ତ କେଉଁଠି ଜଳକଷ୍ଟ। ଶୋଷ ମେଣ୍ଟୁନି କି ଜଳକଷ୍ଟ ଦୂର ହେଉନି। ଯେଉଁ ମୁନ୍ଦାଏ ପାଣି ମିଳୁଛି ସେଥିରେ ପୁଳା ପୁଳା ରୋଗ ଫ୍ରି।

author-image
Manoj Swain

କେଉଁଠି ଜଳ ନଷ୍ଟ ତ କେଉଁଠି ଜଳକଷ୍ଟ। ଶୋଷ ମେଣ୍ଟୁନି କି ଜଳକଷ୍ଟ ଦୂର ହେଉନି। ଯେଉଁ ମୁନ୍ଦାଏ ପାଣି ମିଳୁଛି ସେଥିରେ ପୁଳା ପୁଳା ରୋଗ ଫ୍ରି। ଉପର ମୁଣ୍ଡରେ ସରକାରୀ ବାବୁ ଆଉ ତଳ ମୁଣ୍ଡରେ କୁଜି ନେତାଙ୍କ ଯୋଗୁଁ ବାଟବଣା ହେଉଛି ବସୁଧା ଯୋଜନା ! 

Advertisment
Odisha Drinking Water Problem Gajapati District