Advertisment

ଫୁଲୁଛି ହୀରାକୁଦ, ବନ୍ୟା ହେବ ନା କଣ ?

ସକାଳ ୬ଟାରୁ ୯ଟା ମଧ୍ୟରେ ଅର୍ଥାତ ୩ ଘଣ୍ଟା ଭିତରେ ହୀରାକୁଦ ଡ୍ୟାମରେ ବଢ଼ିଲା ପାଖାପାଖି ପୁଟେ ପାଣି ।

author-image
Manoj Swain

ସକାଳ ୬ଟାରୁ ୯ଟା ମଧ୍ୟରେ ଅର୍ଥାତ ୩ ଘଣ୍ଟା ଭିତରେ ହୀରାକୁଦ ଡ୍ୟାମରେ ବଢ଼ିଲା ପାଖାପାଖି ୧ ଫୁଟ ପାଣି । ଛତିଶଗଡ଼ର କଲମା ବ୍ୟାରେଜ ସବୁ ଗେଟ ଖୋଲିଦେବା ପରେ ବଢ଼ିଛି ଜଳଭଣ୍ଡାରକୁ ଜଳ ପ୍ରବେଶ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୫.୧୫ ଫୁଟ ରହିଛି ।

Advertisment
Odisha