ଫୁଲୁଛି ହୀରାକୁଦ, ବନ୍ୟା ହେବ ନା କଣ ? | Odisha Reporter
Advertisment
ସକାଳ ୬ଟାରୁ ୯ଟା ମଧ୍ୟରେ ଅର୍ଥାତ ୩ ଘଣ୍ଟା ଭିତରେ ହୀରାକୁଦ ଡ୍ୟାମରେ ବଢ଼ିଲା ପାଖାପାଖି ୧ ଫୁଟ ପାଣି । ଛତିଶଗଡ଼ର କଲମା ବ୍ୟାରେଜ ସବୁ ଗେଟ ଖୋଲିଦେବା ପରେ ବଢ଼ିଛି ଜଳଭଣ୍ଡାରକୁ ଜଳ ପ୍ରବେଶ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୫.୧୫ ଫୁଟ ରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us