Advertisment

'ଆମେ ଦୁଇ ଦିନ ଖାଇନଥିଲୁ'

ଯାହାକୁ ଦେଖିବା ସମ୍ଭବପର ନଥିଲା। ଏହାରି ଭିତରେ ଦୁର୍ଘଟଣାର ୮ ଦିନ ପରେ ବି ଏମିତି କିଛି ଅନୁଭୂତି ବଖାଣିଛନ୍ତି ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର କର୍ମଚାରୀ।

author-image
Manoj Swain

ସେଦିନ ଲୌହ ଦାନବ ଖେଳିଥିଲା ରକ୍ତର ହୋଲି! ଆଉ ସେହି ହୋଲିରେ ଭିଜିଥିଲା ବାହାନଗା ବଜାର ଷ୍ଟେସନ୍‌। ଛିନ୍‌ଭିନ୍‌ ହୋଇ ପଡ଼ିଥିଲା ଶବ। କାହାର ହାତ ନଥିଲା ତ କାହାର ଗୋଡ଼ ନଥିଲା। ଆଉ କାହାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ପରିବେଶ ଥିଲା ଅତି ଭୟଙ୍କର। ଯାହାକୁ ଦେଖିବା ସମ୍ଭବପର ନଥିଲା। ଏହାରି ଭିତରେ ଦୁର୍ଘଟଣାର ୮ ଦିନ ପରେ ବି ଏମିତି କିଛି ଅନୁଭୂତି ବଖାଣିଛନ୍ତି ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର କର୍ମଚାରୀ।

Advertisment
Odisha Train Accident