ସେଦିନ ଲୌହ ଦାନବ ଖେଳିଥିଲା ରକ୍ତର ହୋଲି! ଆଉ ସେହି ହୋଲିରେ ଭିଜିଥିଲା ବାହାନଗା ବଜାର ଷ୍ଟେସନ୍। ଛିନ୍ଭିନ୍ ହୋଇ ପଡ଼ିଥିଲା ଶବ। କାହାର ହାତ ନଥିଲା ତ କାହାର ଗୋଡ଼ ନଥିଲା। ଆଉ କାହାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ପରିବେଶ ଥିଲା ଅତି ଭୟଙ୍କର। ଯାହାକୁ ଦେଖିବା ସମ୍ଭବପର ନଥିଲା। ଏହାରି ଭିତରେ ଦୁର୍ଘଟଣାର ୮ ଦିନ ପରେ ବି ଏମିତି କିଛି ଅନୁଭୂତି ବଖାଣିଛନ୍ତି ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର କର୍ମଚାରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଜେପି କାର୍ଯ୍ୟାଳୟର ଶିଳାନ୍ୟାସ କଲେ ନଡ୍ଡା ଓ ବୈଜୟନ୍ତ
ଦିଲ୍ଲୀ ବିଜେପି କାର୍ଯ୍ୟାଳୟର ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ। ହୋମଯଜ୍ଞରେ ବସିଲେ ରାଷ୍ଟ୍ରୀୟ ସଭାପତି ଏବଂ ଉପସଭାପତି।
Odisha
'ନୂଆ ମନ୍ତ୍ରୀ ହୋଇଥିଲି, ଆଗକୁ ଶିଖିବି'
ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା। କହିଲେ, ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ, ଆଗକୁ ଯାହା ଦାୟିତ୍ୱ ଦେବେ କରିବି।
Odisha
ହଠାତ୍ ଗାଏବ ହୋଇଗଲେ କି ମନ୍ତ୍ରୀ ?
ରାଜ୍ୟ ଶାସନରେ ଦିନକୁ ଦିନ ବଦଳି ଚାଲିଛି କି ରୀତିନୀତି। ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା। ହେଲେ ଗଣଶିକ୍ଷା ମନ୍ତ୍ରୀଙ୍କୁ କେଉଁଠି ବି ଟିକେ ଦେଖିବାକୁ ମିଳିଲାନି। ପୂର୍ବରୁ ଯେବେ ପରୀକ୍ଷା ଫଳ ବାହାରେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ନିଜେ ସାମ୍ନାକୁ ଆସି ପ୍ରେସମିଟ କରି ସୂଚନା ଦିଅନ୍ତି।
Odisha
ଟାଟା ପାଓ୍ୱାରକୁ ନେଇ ସରକାର ଦୁଇ ଫାଳ !
ଶକ୍ତିମନ୍ତ୍ରୀ ନିଜର ଶକ୍ତି ଦେଖାଇପାରିଲେ ନାହିଁ। ହେଲେ ମୁଖ୍ୟ ଶାସନ ସଚିବ କିନ୍ତୁ ତାହା କରି ଦେଖାଇଲେ। ଟାଟା ପାଓ୍ୱାର ପ୍ରତି ଅନାବିଳ ପ୍ରେମ ପଦାରେ ପଡିଛି।