ଆମେ ଦୁଇ ଦିନ ଖାଇନଥିଲୁ | Odisha Reporter
Advertisment
ସେଦିନ ଲୌହ ଦାନବ ଖେଳିଥିଲା ରକ୍ତର ହୋଲି! ଆଉ ସେହି ହୋଲିରେ ଭିଜିଥିଲା ବାହାନଗା ବଜାର ଷ୍ଟେସନ୍। ଛିନ୍ଭିନ୍ ହୋଇ ପଡ଼ିଥିଲା ଶବ। କାହାର ହାତ ନଥିଲା ତ କାହାର ଗୋଡ଼ ନଥିଲା। ଆଉ କାହାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ପରିବେଶ ଥିଲା ଅତି ଭୟଙ୍କର। ଯାହାକୁ ଦେଖିବା ସମ୍ଭବପର ନଥିଲା। ଏହାରି ଭିତରେ ଦୁର୍ଘଟଣାର ୮ ଦିନ ପରେ ବି ଏମିତି କିଛି ଅନୁଭୂତି ବଖାଣିଛନ୍ତି ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର କର୍ମଚାରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us