ସୁଶାନ୍ତଙ୍କ ପଶ୍ଚିମା ଫର୍ମୂଲା | Odisha Reporter
ପଶ୍ଚିମ ଓଡିଶାରେ କେତେ ଗ୍ରହଣୀୟ ସୁଶାନ୍ତ ସିଂ। ଦଳ ତାଙ୍କୁ ବ୍ରାଣ୍ଡିଂ କରୁଛି କି? ପଞ୍ଚିମ ଓଡ଼ିଶାରେ ଦଳର ନାହାନ୍ତି ତୁଙ୍ଗ ନେତା। ତେଣୁ ଏବେ ସୁଶାନ୍ତ ସାଜିବେ ଚେହେରା। ଗଣମାଧ୍ୟମରେ ସୁଶାନ୍ତ କହିଛନ୍ତି, ସେ ୯ ଜିଲ୍ଲାର ଦାୟିତ୍ୱ ନେବେ। ତେବେ ଏସମସ୍ତ ଜିଲ୍ଲାରେ ନିଜ ସାଙ୍ଗଠନିକ ଦକ୍ଷତା ଦେଖାଇ ପାରିବେ ତ ସୁଶାନ୍ତ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
