Advertisment

ଆରେ ବାପରେ! କି ପଇସା?

ଝାସରୁଗୁଡ଼ା ଉପନିର୍ବାଚ ପରେ ତରୁଣ ପାଣ୍ଡେଙ୍କୁ ନେଇ ମାଟିର ପୁଅ କଥା ଉଠାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। କହିଲେ ଝାରସୁଡ଼ାରେ ଖାଲି ଟଙ୍କା କାରବାର ହୋଇଛି। କଂଗ୍ରେସ ୨ରୁ ୩ ହଜାର ଭୋଟରେ ଜିତିବ।

author-image
Debendra Prusty

ଝାସରୁଗୁଡ଼ା ଉପନିର୍ବାଚ ପରେ ତରୁଣ ପାଣ୍ଡେଙ୍କୁ ନେଇ ମାଟିର ପୁଅ କଥା ଉଠାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। କହିଲେ ଝାରସୁଡ଼ାରେ ଖାଲି ଟଙ୍କା କାରବାର ହୋଇଛି। କଂଗ୍ରେସ ୨ରୁ ୩ ହଜାର ଭୋଟରେ ଜିତିବ। 

Advertisment
Odisha Congress Sura Routray Jharsuguda Bypoll