Advertisment

୫-ଟି ଆସି କ’ଣ ଲାଭ ହେଲା?

୫-ଟି ଉପକ୍ରମ ଆସିବା ପରେ କାହିଁକି କମିଲାନି ତ୍ରୁଟିପୂର୍ଣ୍ଣ କାମ? ୫-ଟି ଶାସନ ମଡେଲରେ ୨୦୧୯ରେ ଯୋଡ଼ିହେଲା `ମୋ ସରକାର’। କୁହାଗଲା, ସବୁ ବିଭାଗରେ ପ୍ରବେଶ କଲା ୫-ଟି-ମୋ ସରକାର। ହେଲେ କେଉଁଠି ଷ୍ଟାଡିୟମ୍ ଗ୍ୟାଲେରୀ ତ କେଉଁଠି ଷ୍ଟାଚ୍ୟୁ ଭୁଶୁଡୁଛି। କେଉଁଠି ୫-ଟି ସ୍କୁଲ ପାଚେରୀ ଭୁଶୁଡ଼ିଲାଣି ତ କେଉଁଠି ପାଣିଗଳୁଛି!

Odisha BjD Bjp Congress Naveen Patnaik 5T Cmo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe