Advertisment

ସଚିବଙ୍କ କ୍ଷମତା କ'ଣ ?

ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସାଜି ରାଜ୍ୟ ସାରା ବୁଲିବା ଆଉ ବଡ଼ବଡ଼ ଯୋଜନା ଘୋଷଣା କରିବାକୁ ନେଇ ଏବେ ଧୀରେ ଧୀରେ ତେଜିବାର ଲାଗିଛି ରାଜନୀତି।

author-image
Manoj Swain

ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସାଜି ରାଜ୍ୟ ସାରା ବୁଲିବା ଆଉ ବଡ଼ବଡ଼ ଯୋଜନା ଘୋଷଣା କରିବାକୁ ନେଇ ଏବେ ଧୀରେ ଧୀରେ ତେଜିବାର ଲାଗିଛି ରାଜନୀତି। ଏହାକୁ ନେଇ ଲଗାତର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ସହ ଆଇନର ଉଲଂଘନ ହେଉଥିବା କହିଛି ବିରୋଧୀ ବିଜେପି ।

Advertisment
Bjp Odisha Politics