ବିଜେଡି ପାଇଛି ସଫଳତା, ଓଡ଼ିଶା ପାଇଛି କ’ଣ ? | Odisha Reporter
ନବୀନ ସରକାରକୁ ଚାଲିଲା ୨୪ ବର୍ଷ। ପଂଚମ ପାଳିର ଚାରି ବର୍ଷ ପୂରି ପାଞ୍ଚ ଚାଲିଲା। ବିଜେଡି ପାଇଛି ସଫଳତା, ହେଲେ ଲୋକେ ପାଇଛନ୍ତି କଣ? ବିଜେଡି ଲାଭରେ ରହୁଛି କିନ୍ତୁ କ୍ଷତି ଓଡ଼ିଶାର ହୋଇଛି। ଇଣ୍ଡିଆ ଟୁଡେର ସର୍ଭେରେ ଓଡ଼ିଶାର ସ୍ଥିତି କଣ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
