Advertisment

କଣ ଏହି ଅଟଳ ପେନସନ ଯୋଜନା ?

କିଏ ଛୋଟମୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି ତ କିଏ ଖରାରେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି। ପୁଣି କିଏ ଟ୍ୟାକ୍ସି ନଚେତ ଅଟୋ ଚଳାଇ ରୋଜଗାର କରୁଛନ୍ତି। ସେଇମାନଙ୍କ ପାଇଁ ଏକ ଯୋଜନା, ଅଟଳ ପେନସନ ଯୋଜନା ବା APY।

author-image
Manoj Swain

କିଏ ଛୋଟମୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି ତ କିଏ ଖରାରେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି। ପୁଣି କିଏ ଟ୍ୟାକ୍ସି ନଚେତ ଅଟୋ ଚଳାଇ ରୋଜଗାର କରୁଛନ୍ତି। ସେଇମାନଙ୍କ ପାଇଁ ଏକ ଯୋଜନା, ଅଟଳ ପେନସନ ଯୋଜନା ବା APY। ଏହା ହେଉଛି ଏକ ସରକାରୀ ପେନସନ ସ୍କିମ। ଯେଉଁଥିରେ ନିବେଶ କରି ଆପଣ ନିଜର ଵୃଦ୍ଧାଵସ୍ଥାକୁ ସୁରକ୍ଷିତ କରିପାରିବେ। ତାହେଲେ ଅଟଳ ପେନସନ ଯୋଜନା ବିଷୟରେ ଆସନ୍ତୁ ଜାଣିନେବା କିଛି ଗୁରୁତ୍ୱପୂର୍ଣ୍ଣ କଥା।

Advertisment
Odisha Finance Old Age Pension