କଣ ଏହି ଅଟଳ ପେନସନ ଯୋଜନା ?

  • Published: Sunday, 02 April 2023
  • , Updated: 02 April 2023, 03:06 PM IST

କିଏ ଛୋଟମୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି ତ କିଏ ଖରାରେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି। ପୁଣି କିଏ ଟ୍ୟାକ୍ସି ନଚେତ ଅଟୋ ଚଳାଇ ରୋଜଗାର କରୁଛନ୍ତି। ସେଇମାନଙ୍କ ପାଇଁ ଏକ ଯୋଜନା, ଅଟଳ ପେନସନ ଯୋଜନା ବା APY। ଏହା ହେଉଛି ଏକ ସରକାରୀ ପେନସନ ସ୍କିମ। ଯେଉଁଥିରେ ନିବେଶ କରି ଆପଣ ନିଜର ଵୃଦ୍ଧାଵସ୍ଥାକୁ ସୁରକ୍ଷିତ କରିପାରିବେ। ତାହେଲେ ଅଟଳ ପେନସନ ଯୋଜନା ବିଷୟରେ ଆସନ୍ତୁ ଜାଣିନେବା କିଛି ଗୁରୁତ୍ୱପୂର୍ଣ୍ଣ କଥା।

Related story