ବାହାନଗା ରେଳ ଦୁର୍ଘଟଣା ଘଟିବାପରେ ବିଭିନ୍ନ ସନ୍ଦେହ ସୃଷ୍ଟି ହେଉଛି। ଆଉ ଏହାରି ଭିତରେ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକ୍ ସିଷ୍ଟମ ସମସ୍ୟା ଥିବା ଆଲୋଚନା ହେଉଛି।