Advertisment

ସିଏମଓ ଠିକ୍ ନା ଅଡିଓ ଠିକ୍?

ଶେଷରେ ବାଧ୍ୟ ହେଲେ। ବରଗଡ଼ରେ କ୍ଲାରିଫିକେସନ ଦେଲେ। ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ବାର୍ତ୍ତା ଶୁଣାଇଲେ ସଚିବ ଭି. କେ. ପାଣ୍ଡିଆନ। ଆଉ ମୁଖ୍ୟମନ୍ତ୍ରୀ କହୁଛନ୍ତି, ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି। କିନ୍ତୁ ଏନେଇ CMO ଦେଇଥିବା ଉତ୍ତର ଠିକ ନା ମୁଖ୍ୟମନ୍ତ୍ରୀଙ୍କ ଅଡିଓ କ୍ଲିପ ଠିକ୍?

Naveen Patnaik Vk Pandian Cmo Of Odisha Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe