Advertisment

୫ଟି ସହ ସୁବ୍ରତ ଛାଟୋଇଙ୍କ ସମ୍ପର୍କ କଣ ?

ବଣିକ କୋଚିଂ ସେଣ୍ଟର ମାଲିକ ତଥା ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ବେଶ ଲମ୍ବା। ବିଧାନସଭାରେ ଗୁମର ଖୋଲିଲେ ବିରୋଧି।

Advertisment

ବଣିକ କୋଚିଂ ସେଣ୍ଟର ମାଲିକ ତଥା ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ବେଶ ଲମ୍ବା। ବିଧାନସଭାରେ ଗୁମର ଖୋଲିଲେ ବିରୋଧି। ପୂର୍ବରୁ ଫେକ ନିଯୁକ୍ତି କଥା କହିଥିଲେ କଂଗ୍ରେସ ବିଧାୟକ। ସରକାରୀ ଚାକିରୀରେ ଚଂଚକତା କରି ନିଯୁକ୍ତି ଦେବା ପଛରେ ଏହି ସଂସ୍ଥାର ହାତ ଥିବା କଥା କହିଥିଲେ।

Advertisment
5T Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe