ପ୍ରଶ୍ନ କଲେ ପ୍ରଦୀପଙ୍କ ପତ୍ନୀ, କହିଲେ-ଆମେ ଡରିବାର ଲୋକ ନୁହଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନବିରୋଧୀ କାର୍ଯ୍ୟ କ’ଣ ? ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି ? ତା’ର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ । ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସିଧାସଳଖ ପ୍ରଶ୍ନ କରିଛନ୍ତି ତାଙ୍କ ପତ୍ନୀ। ସେ ଜନବିରୋଧୀ କାର୍ଯ୍ୟକୁ ନେଇ ନବୀନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ତା’ର ସଜ୍ଞା କ’ଣ ପ୍ରଶ୍ନ କରିଛନ୍ତି । ତାଙ୍କ ସ୍ୱାମୀ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ତା’ର […]

pradeeps-wife

pradeeps-wife

Madhupriya Mistry
  • Published: Sunday, 29 November 2020
  • Updated: 29 November 2020, 03:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନବିରୋଧୀ କାର୍ଯ୍ୟ କ’ଣ ? ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି ? ତା’ର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ । ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସିଧାସଳଖ ପ୍ରଶ୍ନ କରିଛନ୍ତି ତାଙ୍କ ପତ୍ନୀ। ସେ ଜନବିରୋଧୀ କାର୍ଯ୍ୟକୁ ନେଇ ନବୀନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ତା’ର ସଜ୍ଞା କ’ଣ ପ୍ରଶ୍ନ କରିଛନ୍ତି । ତାଙ୍କ ସ୍ୱାମୀ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ତା’ର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି ।

ସେ ଆହୁରି କହିଛନ୍ତି, “ଆଜି କି କାଲି ପ୍ରଦୀପ ଦଳକୁ ଆସିନାହାନ୍ତି । ଦୀର୍ଘ ୨୦ ବର୍ଷ ହେଲା ସେ ଦଳରେ ଥିଲେ । ୩ ବର୍ଷ ସେ ମନ୍ତ୍ରୀ ମଧ୍ୟ ଥିଲେ । ପ୍ରଦୀପ ପାଣିଗ୍ରାହୀ କ’ଣ ଏବଂ ତାଙ୍କ ଚରିତ୍ର କ’ଣ ପୂରା ଓଡ଼ିଶାବାସୀ ଜାଣିଛନ୍ତି। ବହିଷ୍କାର କରିବା ଆମକୁ କଷ୍ଟ ଦେଇନି, ଜନବିରୋଧୀ ଆକ୍ଷେପ ଲଗାଇବା କଷ୍ଟ ଦେଇଛି । ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଏ । କିନ୍ତୁ ଇତିହାସରେ ପ୍ରଥମ କରି ଜନବିରୋଧୀ କାର୍ଯ୍ୟ ପାଇଁ ଜଣକୁ ବହିଷ୍କାର କରାଯାଇଛି । ଆମେ ଡରିବା ଲୋକ ନୁହଁ । ଆମେ କିଛି ଭୁଲ କରିନୁ । ଯିଏ ଭୁଲ କରିଥିବ ସିଏ ଡରିବ।”

ଆଜି ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଥିଲା । ଏଥିସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍‌ରେ କୁହାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story