Advertisment

ଏକାମ୍ର ପ୍ରକଳ୍ପ ପଛର ଭିତିରି ଉଦ୍ଦେଶ୍ୟ କଣ?

ଏକାମ୍ର ପ୍ରକଳ୍ପକୁ ନେଇ ରାଜନୀତି ବି ତେଜିଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ନିର୍ବାଚନ ପାଖେଇ ଆସୁଥିବାରୁ ଭେଳିକି କରି ଲୋକଙ୍କୁ ଭୂଆଁ ବୁଲାଯାଉଛି ବୋଲି କଟାକ୍ଷ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ଅଭିଯୋଗ କରିଛନ୍ତି ଯେ, ସୌନ୍ଦର୍ଯ୍ୟକରଣ ନାଁରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଛି।

Bjp Ekamra BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe