ଅଡ଼ିଓ ରେକର୍ଡ଼ିଂ ପଛର ଉଦ୍ଦେଶ୍ୟ କ’ଣ ?

ଭୁବନେଶ୍ୱର/ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ସାହେବ, ବିବି ଓ ସାଜିସରୁ ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ। ସସ୍ପେନ୍ସ ପରେ ସସ୍ପେନ୍ସ। ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ହିଁ ଦାୟୀ ବୋଲି ଉଠିଥିବା ଅଭିଯୋଗକୁ ନେଇ ହଟଚମଟ ପରେ ମାମଲାରେ ନୂଆ ମୋଡ଼ ଆଣିଛନ୍ତି ପତ୍ନୀ ବିଦ୍ୟାଭାରତୀ । ସ୍ୱାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି କହିଥିବା ବିଦ୍ୟା, ମୃତ୍ୟୁର ସପ୍ତାହେ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତି କଥା ଆଣିଛନ୍ତି ମିଡିଆ ସାମ୍ନାକୁ […]

589

589

Tapas Behera
  • Published: Tuesday, 20 July 2021
  • Updated: 21 July 2021, 04:08 PM IST

Sports

Latest News

ଭୁବନେଶ୍ୱର/ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ସାହେବ, ବିବି ଓ ସାଜିସରୁ ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ। ସସ୍ପେନ୍ସ ପରେ ସସ୍ପେନ୍ସ। ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ହିଁ ଦାୟୀ ବୋଲି ଉଠିଥିବା ଅଭିଯୋଗକୁ ନେଇ ହଟଚମଟ ପରେ ମାମଲାରେ ନୂଆ ମୋଡ଼ ଆଣିଛନ୍ତି ପତ୍ନୀ ବିଦ୍ୟାଭାରତୀ । ସ୍ୱାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି କହିଥିବା ବିଦ୍ୟା, ମୃତ୍ୟୁର ସପ୍ତାହେ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତି କଥା ଆଣିଛନ୍ତି ମିଡିଆ ସାମ୍ନାକୁ । କହିଛନ୍ତି ଅନ୍ୟ ଜଣେ ଝିଅକୁ ମୋବାଇଲରେ ସୌମ୍ୟ ଲେଖିଥିଲେ I LOVE YOU । ଇୟରଫୋନ୍ ଲଗାଇ କଥା ହେଉଥିଲେ। ଆଉ ସେପଟୁ ଶୁଭୁଥିଲା ଜଣେ ଝିଅର ସ୍ୱର ।

ବିବାହର ୩ ମାସ ପରେ ଏକଥା ଧରାପଡ଼ିବାରୁ ମୋବାଇଲ୍ ପାସୱାର୍ଡ ବଦଳାଇବା ସହ ସୌମ୍ୟ ହ୍ବାଟ୍ସଆପ୍ ଏବଂ କଣ୍ଟ୍ରାକ୍ଟ ଲିଷ୍ଟ ଡିଲିଟ୍ କରିଦେଇଥିଲେ ବୋଲି କହିଛନ୍ତି ବିଦ୍ୟା । ତାସହ ସୌମ୍ୟଙ୍କ ସହ କୌଣସି ଏଗ୍ରିମେଣ୍ଟ ହୋଇନଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବଲାଙ୍ଗିରରେ ଯେଉଁ ବ୍ୟାଚଲର୍ ପାର୍ଟି କଥା ଶ୍ୱଶୁର ଘର ଲୋକେ କହିଥିଲେ, ତାହା ବାହାଘର ଖୁସିରେ ଫିଷ୍ଟ ଥିଲା। ତେଣେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ମାକହିଛନ୍ତି, କୋଉ ଝିଅ ସହ ସମ୍ପର୍କ କଥା ଯଦି ବୋହୂ ଜାଣିଥିଲା, ତାଙ୍କୁ କାହିଁକି କହିନଥିଲା? ମାମଲାରୁ ଖସିଯିବାକୁ ବୋହୂ ଏପରି ଚାଲ୍ ଖେଳୁଥିବା କହିଛନ୍ତି ସୌମ୍ୟଙ୍କ ମା। ।

ଏହି ନାଟକୀୟ ମୋଡ଼ ଭିତରେ ସାମ୍ନାକୁ ଆସିଛି ଏକ ଅଡିଓ କ୍ଲିପ୍।  କୁହାଯାଉଛି, ଅନ୍ୟ ଝିଅ ସହ ସମ୍ପର୍କକୁ ନେଇ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ କଥାବାର୍ତ୍ତା ବେଳେ ଏହା ରେକର୍ଡିଂ ହୋଇଛି । ଯାହାକୁ ଗଣମାଧ୍ୟମକୁ ଦେଇଛନ୍ତି ବିଦ୍ୟାଙ୍କ ବାପା। ତେବେ କିଏ ଏହାକୁ ରେକର୍ଡିଂ କଲେ? ରେକର୍ଡିଂ କରି ରଖିବାର ଉଦ୍ଦେଶ୍ୟ କଣ? ତାକୁ ନେଇ  କଳ୍ପନାଜଳ୍ପନା ଜାରି ରହିଥିବାବେଳେ ବିଦ୍ୟାଙ୍କ ବାପା କିନ୍ତୁ କହିଛନ୍ତି ଭିନ୍ନ କଥା। ଜ୍ୱାଇଁ ସୌମ୍ୟଙ୍କୁ ଦେବତା ସହ ତୁଳନା କରିବା ସହ ଝିଅ-ଜ୍ୱାଇଁ ମଧ୍ୟରେ ଭଲ ସମ୍ପର୍କ ଥିଲା। ଯାହା ମନୋମାଳିନ୍ୟ ଥିଲା, ସମାଧାନ ହୋଇସାରିଥିଲା ବୋଲି କହିଛନ୍ତି । ତାସହ ଝିଅ-ଜ୍ୱାଇଁଙ୍କ ଖୁସି ମୁହୂର୍ତ୍ତର କିଛି ଫଟୋ ଦେଖାଇଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ଆଜି ଠିକ୍ ୮ଦିନ ପୁରିଥିଲେ ବି ସାମ୍ନାକୁ ଆସିନି ଠୋସ୍ ସୁରାକ୍ । ସେପଟେ ଦ୍ୱିତୀୟ ଦିନ ପାଇଁ ସୌମ୍ୟଙ୍କ ପତ୍ନୀ ଏବଂ ତାଙ୍କ ବାପା, ମାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରିଛି ସ୍ୱତନ୍ତ୍ର ପୁଲିସ ଟିମ୍ । ତାସହ ୨ଟି ମୋବାଇଲ୍ ଫୋନ୍ ଜବତ କରି ପୁଲିସ ଟିମ୍ ପାରଳାଖେମୁଣ୍ଡି ବାହାରିଛିା ଅପରପକ୍ଷେ ମାମଲାର ଗମ୍ଭୀରତାକୁ ଦେଖି ପୁଲିସକୁ ସହଯୋଗ ପାଇଁ ପାରଳାଖେମୁଣ୍ଡି ଯାଇଛି କ୍ରାଇମବ୍ରାଞ୍ଚର ଏକ ଟିମ୍ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜଣେ DSPଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ଗଜପତି ଏସପିଙ୍କ ସହ ଆଲୋଚନା କରିଛନ୍ତି ।

ଏବେ ଅପେକ୍ଷା ସୌମ୍ୟଙ୍କ ବାପା, ମା, ଶାଶୁ, ଶ୍ୱଶୁର ସହ ପତ୍ନୀ ବିଦ୍ୟାଙ୍କଠୁ ତଥ୍ୟ ଧରି ଫେରୁଥିବା ପୁଲିସ ପାରଳାଖେମୁଣ୍ଡି ପହଞ୍ଚିବା ପରେ କେତେ ସତ ସାମ୍ନାକୁ ଆଣୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story