ମୃତ୍ୟୁ ସଂଖ୍ୟା ଲୁଚା ଯାଉଛି କି ? | Odisha Reporter
ସରକାରୀ ଭାବରେ ସ୍ପଷ୍ଟ ହୋଇଛି ମୃତ୍ୟୁ ସଂଖ୍ୟା। ଟ୍ରେନ ଟ୍ରାଜେଡିରେ ମୋଟ ୨୭୫ ଜଣଙ୍କ ମୃତ୍ୟୁ କଥା ସରକାର କହିଛନ୍ତି। ହେଲେ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମମତା କହିଲେ, ମୃତ୍ୟୁ ସଂଖ୍ୟା ଲୁଚା ଯାଉଛି। କଂଗ୍ରେସ ବି ଉଠାଇଲା ପ୍ରଶ୍ନ। ସ୍ଥାନୀୟ ଲୋକେ ମଧ୍ୟ ସଂଖ୍ୟାକୁ ନେଇ ସହମତ ହୋଇପାରୁ ନାହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
