ପଇସା ନେଇ କଣ କରିବୁ? ଆମକୁ ଶବ ଦରକାର!

  • Published: Wednesday, 07 June 2023
  • , Updated: 07 June 2023, 12:24 PM IST

ଦିଦି କହୁଛନ୍ତି ଚାକିରି ଦେବେ। କେନ୍ଦ୍ର ସରକାର କହୁଛନ୍ତି ପଇସା ଦେବେ। ହେଲେ ଆମ ଲୋକକୁ ଏବେ ବି ପାଉନୁ। ମୃତ ହେଉ କି ଜୀବନ୍ତ ଆମକୁ ଆମ ଲୋକ ଦରକାର। ସବୁଆଡେ ବୁଲିଲୁ ହେଲେ ଆମ ଲୋକକୁ ପାଉନୁ।

Related story