Advertisment

୮୧ ଶବ ପାଇଁ କେବେ କିଏ ଶୁଦ୍ଧି ହେବେ?

ବାହାନଗା ରେଳ ଦୁର୍ଘଟଣାକୁ ଏହା ମଧ୍ୟରେ ୧୦ ଦିନ ହୋଇଗଲାଣି। ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ ମୃତକଙ୍କର ଶୁଦ୍ଧିକ୍ରିୟା ବି ହୋଇଗଲା। ହେଲେ ଏବେ ବି ନିଜ ଆତ୍ମୀୟଙ୍କ ମୃତ ଶରୀର ନେବା ପାଇଁ ଏମସ୍‌ରେ ଚକ୍କର କାଟି ଚାଲିଛନ୍ତି ଶିବକାନ୍ତ ରାୟଙ୍କ ଭଳି ଅନେକ ରକ୍ତ ସଂପର୍କୀୟ।

author-image
Debendra Prusty

ବାହାନଗା ରେଳ ଦୁର୍ଘଟଣାକୁ ଏହା ମଧ୍ୟରେ ୧୦ ଦିନ ହୋଇଗଲାଣି। ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ ମୃତକଙ୍କର ଶୁଦ୍ଧିକ୍ରିୟା ବି ହୋଇଗଲା। ହେଲେ ଏବେ ବି ନିଜ ଆତ୍ମୀୟଙ୍କ ମୃତ ଶରୀର ନେବା ପାଇଁ ଏମସ୍‌ରେ ଚକ୍କର କାଟି ଚାଲିଛନ୍ତି ଶିବକାନ୍ତ ରାୟଙ୍କ ଭଳି ଅନେକ ରକ୍ତ ସଂପର୍କୀୟ। 

Advertisment
Odisha Train Accident Train Tragedy Coromandel Express