ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? | Odisha Reporter
Advertisment
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରୁନି। ସବୁଆଡେ ରାସ୍ତା ଖୋଳାଯାଇଛି। ହଇରାଣ ହେଉଛନ୍ତି ସାଧାରଣ ଲୋକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବହୁ ବାଦବିବାଦ ପରେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଓବିସିସି। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଜରିଆରେ ଓବିସିସି ଏହି କାମ କରୁଛି। ୯ ମାସର ସମୟ ଦେଇଥିଲେ ମୁଖ୍ୟ ସଚିବ କିନ୍ତୁ ଦୁର୍ଭାଗ୍ୟର ବିଷୟ, ଅଦ୍ୟାବଧି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିନି।ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us