ନା ଚିହ୍ନ ବର୍ଣ୍ଣ ଅଛି ନା ତାଲିକାରେ ସ୍ଥାନ? ନା ମୃତକଙ୍କ ଶବରେ ଅଛନ୍ତି ନା ଆହତଙ୍କ ମଧ୍ୟରେ। ଶିଶୁଠୁ ନେଇ ୧୫ ବର୍ଷର ପିଲା ପର୍ଯ୍ୟନ୍ତ ଗୋଟିଏ ବଗିରେ ପାଖାପାଖି କେତେ ପିଲା ଥିବେ? କିଏ ମା କୋଳରେ ଥିବ ତ କିଏ ମୋବାଇଲ ଧରି ଗେମ ଖେଳୁଥିବ। କିନ୍ତୁ ଏହି ପିଲାଙ୍କୁ ନେଇ ଅଛି କେତେ ସୂଚନା?