Advertisment

ଗୋପାଳପୁରରୁ କୁଆଡ଼େ ଗଲେ ଗୋପବନ୍ଧୁ?

ଗୋପାଳପୁରରେ ଏତେ ବୁଲୁଥିଲେ। ଲୋକଙ୍କ କଥା ବୁଝୁଥିଲେ। ଥାର୍ଡ ଫ୍ଲୋରରୁ ସୁପର ପାୱାର ନେଇ ଆସିଥିଲେ। ହେଲେ ହଠାତ କୁଆଡ଼େ ପଳାଇଲେ ଗୋପବନ୍ଧୁ ଦାସ? ଗୋପବନ୍ଧୁ ହଟିବା ପରେ ସିନେମା ଷ୍ଚାଇଲରେ ସିନେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏଣ୍ଟ୍ରି ମାରିଛନ୍ତି ଗୋପାଳପୁର ରାଜନୀତିରେ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍‌ ଦେବା ପାଇଁ ଗୋପବନ୍ଧୁ ଅଣ୍ଟା ଭିଡିଥିଲେ।

Ganjam Gopalpur Politics BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe