Advertisment

କୁଆଡ଼େ ଗଲା ମହାପ୍ରଭୁଙ୍କ ଅଳଙ୍କାର ?

ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ୟା କେଉଁଠି ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

author-image
Manoj Swain

କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ? କେଉଁଠି ରହିଛି ସମସ୍ୟା ? ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କଠାରୁ ସେବାୟତ, ବିରୋଧୀଙ୍କଠୁ ନେଇ ବୁଦ୍ଧିଜୀବୀଙ୍କ ମନରେ ନେଇ ପୁଳା ପୁଳା ପ୍ରଶ୍ନ, କିନ୍ତୁ ସରକାର ପୁରା ନୀରବ। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ୟା କେଉଁଠି ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଏହା ସରକାରଙ୍କ ସମ୍ପତ୍ତି ନୁହେଁ, ମହାପ୍ରଭୁଙ୍କ ସମ୍ପତ୍ତି, ସରକାର କେବଳ ତାର ମାର୍ଫତଦାର।

Advertisment
Odisha Ratna Bhandar