Advertisment

ଏଇଠୁ ମିଳୁଛି ୯୯ ମାର୍କଦିଆ ସାର୍ଟିଫିକେଟ!

ଭଲ ରେଜଲ୍ଟ ପାଇଁ ଛାତ୍ରଛାତ୍ରୀମାନେ ଦିନରାତି ପରିଶ୍ରମ କରନ୍ତି। କିନ୍ତୁ ଏଠି ଟଙ୍କା ଦେଲେ ପ୍ରତ୍ୟେକ ବିଷୟରେ ମିଳୁଛି ୯୯ ମାର୍କ। ସାଧରଣତଃ ଇଂରେଜୀ ଓ ଓଡ଼ିଆରେ ୯୯ ମାର୍କ ରଖିବା, ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡ଼େ। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟ କାରବାର ଘଟଣା ସାମ୍ନାକୁୁ ଆସିବା ପରେ ଏବେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠିଛି।

author-image
Debendra Prusty

Odisha +2 Exam Odisha Education Odisha School Exam