Advertisment

କେଉଁ ଦଳକୁ ଘାରିଛି ୨୦୦୦ ଟଙ୍କିଆ ଜ୍ୱର?

ବିଜେଡି ପାଖରେ ଅଛି କି କଳାଧନ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା। ୨୪ ନିର୍ବାଚନ ପାଇଁ ବିଜେଡି ନେତା ଓ ମନ୍ତ୍ରୀ ୨ ହଜାର ଟଙ୍କିଆ ନୋଟ୍ ହୋର୍ଡିଂ କରିଥିବା ଅଭିଯୋଗ ଆଣିଛି ବିଜେପି।

author-image
Debendra Prusty

ବିଜେଡି ପାଖରେ ଅଛି କି କଳାଧନ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ  ନୋଟ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା। ୨୪  ନିର୍ବାଚନ ପାଇଁ ବିଜେଡି ନେତା ଓ ମନ୍ତ୍ରୀ ୨ ହଜାର ଟଙ୍କିଆ ନୋଟ୍ ହୋର୍ଡିଂ କରିଥିବା ଅଭିଯୋଗ ଆଣିଛି ବିଜେପି। 

Advertisment
Odisha Odisha Party Politics 2000 Notes