ନୀଳଚକ୍ରରେ ଉଡ଼ିଲା ଧବଳ ବର୍ଣ୍ଣ ବାନା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ନୀଳଚକ୍ରରେ ଆଜି ଲାଗିଛି ଧବଳ ବର୍ଣ୍ଣ ବାନା। ଲୋକକଥା ଅଛି ବାନା ଉଡ଼ିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ଧଳା ରଙ୍ଗର ବାନା ଲାଗେ, ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏମିତି ନୁହେଁ ଯେ, ବର୍ଷା ଆଗମନର ସୂଚନା ପାଇ ଶ୍ରୀମନ୍ଦିର ପ୍ରଶାସନ ବା ଚୂନରା ସେବକ ଏହି ଧଳା ବାନା ଲଗାନ୍ତି। ଲଟେରୀ ମାଧ୍ୟମରେ ଯେଉଁ ବାନା ସ୍ଥିରିକୃତ ହୋଇଥାଏ, ସେହି ବାନା ହିଁ ଶ୍ରୀମନ୍ଦିର ନୀଳଚକ୍ରରେ […]

Puri

Puri

Manoranjan Sial
  • Published: Tuesday, 25 May 2021
  • Updated: 25 May 2021, 05:30 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ନୀଳଚକ୍ରରେ ଆଜି ଲାଗିଛି ଧବଳ ବର୍ଣ୍ଣ ବାନା। ଲୋକକଥା ଅଛି ବାନା ଉଡ଼ିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ଧଳା ରଙ୍ଗର ବାନା ଲାଗେ, ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏମିତି ନୁହେଁ ଯେ, ବର୍ଷା ଆଗମନର ସୂଚନା ପାଇ ଶ୍ରୀମନ୍ଦିର ପ୍ରଶାସନ ବା ଚୂନରା ସେବକ ଏହି ଧଳା ବାନା ଲଗାନ୍ତି।

ଲଟେରୀ ମାଧ୍ୟମରେ ଯେଉଁ ବାନା ସ୍ଥିରିକୃତ ହୋଇଥାଏ, ସେହି ବାନା ହିଁ ଶ୍ରୀମନ୍ଦିର ନୀଳଚକ୍ରରେ ଲଗାଯାଇଥାଏ। ସଂଯୋଗର ବିଷୟରେ ଯେ, ଆଜି ଧଳା ବାନା ଲାଗିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି।

ସେପଟେ ବାତ୍ୟା ‘ୟାସ’ ଯୋଗୁ ପୁରୀରେ ଲାଗିରହିଛି ବର୍ଷା। ତା’ ସହ ପବନ। ସେପଟେ ସମୁଦ୍ର ଜୁଆରିଆ ରହିଥିବା ବେଳେ ୮ ନମ୍ବର ବିପଦ ସଂକେତ ଦିଆଯାଇଛି।ଆଜି ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ରଥଖଳାରେ ରୁପକାର ସେବକଙ୍କ ଦ୍ୱାରା ଗୁଜ ଅନୁକୂଳ ଓ ଭୋଇ ସେବକଙ୍କ ଦ୍ୱାରା ଜନ୍ତାଗାଡ ଅନୁକୂଳ କରାଯିବା ପରେ ଦୁଇ ଦିନ ପାଇଁ ସ୍ଥଗିତ ରହିଛି ରଥ ନିର୍ମାଣ। ସେପରି ବାହାର ଚନ୍ଦନ ଯାତ୍ରାରେ ଆଜି ଚାପ ଖେଳିବେ ନାହିଁ ମହାପ୍ରଭୁ। କେବଳ ପ୍ରତୀକାତ୍ମକ ଭାବେ ବିମାନ ଯାଇ ଚାପକୁ ସ୍ପର୍ଶ କରି ପ୍ରତ୍ୟାବର୍ତ୍ତନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story