Advertisment

ପାଣ୍ଡିଆନଙ୍କ ଗସ୍ତ ପାଇଁ ଧଳା ସାର୍ଟ, ନୀଳ ପ୍ୟାଣ୍ଟ

ଭିକେ ପାଣ୍ଡିଆନ୍‌ଙ୍କ ବରଗଡ଼ ଗସ୍ତ। ୨୩.୦୬ରେ ଚିଠି ହୋଇଛି। ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୋଲିସ କର୍ମଚାରୀ ପିନ୍ଧିବେ କଳା କିମ୍ବା ନୀଳ ପ୍ୟାଣ୍ଟ ଏବଂ ଧଳା ସାର୍ଟ। ବରଗଡ଼ ରିଜର୍ଭ ପୋଲିସ ଇନସ୍ପେକ୍ଟର ବରଗଡ଼ ଟାଉନ ସଦର, ପଦ୍ମପୁର, ଅମ୍ବାଭୋନା, ଅତାବିରା ଏବଂ ଭଟଲି ଥାନା ଅଧିକାରୀ ଚିଠି କରିଛନ୍ତି। ୨୫ ଜଣ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ସେଦିନ ଏହି ଡ୍ରେସ କୋଡରେ ରହିବା ପାଇଁ ଅର୍ଡର ହୋଇଛି।

author-image
Debendra Prusty

Odisha Bureaucracy Vk Pandian Odisha