Advertisment

ପାଣ୍ଡିଆନଙ୍କ ଗସ୍ତ ପାଇଁ ଧଳା ସାର୍ଟ, ନୀଳ ପ୍ୟାଣ୍ଟ

ଭିକେ ପାଣ୍ଡିଆନ୍‌ଙ୍କ ବରଗଡ଼ ଗସ୍ତ। ୨୩.୦୬ରେ ଚିଠି ହୋଇଛି। ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୋଲିସ କର୍ମଚାରୀ ପିନ୍ଧିବେ କଳା କିମ୍ବା ନୀଳ ପ୍ୟାଣ୍ଟ ଏବଂ ଧଳା ସାର୍ଟ। ବରଗଡ଼ ରିଜର୍ଭ ପୋଲିସ ଇନସ୍ପେକ୍ଟର ବରଗଡ଼ ଟାଉନ ସଦର, ପଦ୍ମପୁର, ଅମ୍ବାଭୋନା, ଅତାବିରା ଏବଂ ଭଟଲି ଥାନା ଅଧିକାରୀ ଚିଠି କରିଛନ୍ତି। ୨୫ ଜଣ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ସେଦିନ ଏହି ଡ୍ରେସ କୋଡରେ ରହିବା ପାଇଁ ଅର୍ଡର ହୋଇଛି।

Odisha Odisha Bureaucracy Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe