Advertisment

‘ସଚିବଙ୍କୁ ଅଧିକାର କିଏ ଦେଇଛନ୍ତି’

5T ସଚିବଙ୍କ ଗସ୍ତରେ ପୁଲିସ ଓ ମାଳମାଳ ଗାଡ଼ି ବ୍ୟବସ୍ଥା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ନଥିଲେ, ଏହା କଣ୍ଡକ୍ଟ ରୁଲର ଉଲ୍ଲଂଘନ।

author-image
Manoj Swain

5T ସଚିବଙ୍କ ଗସ୍ତରେ ପୁଲିସ ଓ ମାଳମାଳ ଗାଡ଼ି ବ୍ୟବସ୍ଥା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ନଥିଲେ, ଏହା କଣ୍ଡକ୍ଟ ରୁଲର ଉଲ୍ଲଂଘନ। ସଚିବଙ୍କୁ ଅଧିକାର କିଏ ଦେଇଛନ୍ତି ? ଯଦି ବିନା ସମ୍ମତିରେ ହେଉଛି, ତେବେ ମୁଖ୍ୟମନ୍ତ୍ରୀ ବନ୍ଦ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

Advertisment
Odisha Bijaya Patnaik