‘ଜାଗା ମିଶନରେ ଦୁର୍ନିତି ହୋଇଛି’ | Odisha Reporter
ଜାଗା ମିଶନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, କହିଲେ- ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ କର୍ମୀ ଜାଗା ପାଉଛନ୍ତି, ଜାଗା ମିଶନ ପାଇଁ ୨୦୧୧ରୁ ଯୋଗ୍ୟ ତାଲିକା ହୋଇଛି, ହେଲେ ରାଜ୍ୟ ସରକାର ୨୦୨୩ରେ ନୂଆ ତାଲିକା କରିଛନ୍ତି, ଦଇ ମହଲା ଘର ଥିବା ଲୋକ ହିଁ ସରକାରୀ ଘର ପାଉଛନ୍ତି, ମିଠା ଷ୍ଟଲ ଥିବା ଲୋକଙ୍କ ନାଁ ରହିଛି ଜାଗା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
