Advertisment

ବିଜେଡିକୁ କିଏ ଦେଲା ୨୯୧ କୋଟି?

ଅଜଣା ସୂତ୍ରରୁ ସିଂହଭାଗ ଆୟ କରୁଛନ୍ତି ଆଞ୍ଚଳିକ ଦଳ। ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି। ୨୦୨୧-୨୨ ବର୍ଷରେ ବିଜେଡି ଏତେ ପରିମାଣର ଫଣ୍ଡ ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ବିଜେଡି ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ।

author-image
Debendra Prusty

Odisha BjD ADR