ବିଜେଡିକୁ କିଏ ଦେଲା ୨୯୧ କୋଟି ?|BJD Received Fund Of Rs 291 Crores From Unknown Sources|Odisha Reporter
Advertisment
ଅଜଣା ସୂତ୍ରରୁ ସିଂହଭାଗ ଆୟ କରୁଛନ୍ତି ଆଞ୍ଚଳିକ ଦଳ। ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି। ୨୦୨୧-୨୨ ବର୍ଷରେ ବିଜେଡି ଏତେ ପରିମାଣର ଫଣ୍ଡ ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ବିଜେଡି ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us