Advertisment

ବୁଢ଼ା ମଉସାଙ୍କ ୪୦ ଲକ୍ଷ ଟଙ୍କା କୁଆଡ଼େ ଗଲା?

କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି। ଆଉ କଥା କହିବା ବେଳେ ବୁଢ଼ା ମଉସା ଜଣଙ୍କ ଥଙ୍ଗ ଥଙ୍ଗ ହେଉଛନ୍ତି। ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ଦେହରେ ଆଉ ବଳ ନାହିଁ। ଏମତିରେ ତାଙ୍କ ସହ କିଭଳି ଅନ୍ୟାୟ ହୋଇଛି ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ।

author-image
Debendra Prusty

କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି। ଆଉ କଥା କହିବା ବେଳେ ବୁଢ଼ା ମଉସା ଜଣଙ୍କ ଥଙ୍ଗ ଥଙ୍ଗ ହେଉଛନ୍ତି। ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ଦେହରେ ଆଉ ବଳ ନାହିଁ। ଏମତିରେ ତାଙ୍କ ସହ କିଭଳି ଅନ୍ୟାୟ ହୋଇଛି ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ। 

Advertisment
Odisha Fraud Old Age