Advertisment

କିଏ କରୁଛି ପୋଲିସକୁ ନିନ୍ଦିତ କରିବା ଷଡ଼ଯନ୍ତ୍ର?

ସାଧାରଣ ଲୋକଟିର ବିପଦ ଆପଦର ବନ୍ଧୁ ପୋଲିସ୍। ହେଲେ ପୋଲିସ୍ ବିରୋଧରେ ଏବେ ପୁଳା ପୁଳା ଅଭିଯୋଗ। ସରକାରୀ ଦଳର ହାତବାରିସୀ ସାଜିଛି ଆମ ପୋଲିସ୍। ବିରୋଧୀ ଦଳର ଅଭିଯୋଗ, ସରକାରୀ ଗୁଣ୍ଡା ସାଜିଛି ପୋଲିସ୍। ବିରୋଧୀ ଦଳ ବିରୋଧରେ ପୋଲିସକୁ ବ୍ୟବହାର କାରାଯାଉଥିବା ଅଭିଯୋଗ।

author-image
Debendra Prusty

ସାଧାରଣ ଲୋକଟିର ବିପଦ ଆପଦର ବନ୍ଧୁ ପୋଲିସ୍। ହେଲେ ପୋଲିସ୍ ବିରୋଧରେ ଏବେ ପୁଳା ପୁଳା ଅଭିଯୋଗ। ସରକାରୀ ଦଳର ହାତବାରିସୀ ସାଜିଛି ଆମ ପୋଲିସ୍। ବିରୋଧୀ ଦଳର ଅଭିଯୋଗ, ସରକାରୀ ଗୁଣ୍ଡା ସାଜିଛି ପୋଲିସ୍। ବିରୋଧୀ ଦଳ ବିରୋଧରେ ପୋଲିସକୁ ବ୍ୟବହାର କାରାଯାଉଥିବା ଅଭିଯୋଗ।

Advertisment
Naveen Patnaik Bjp BjD Odisha Police Odisha