ବାହାନଗା ଟ୍ରାଜେଡି ପଛରେ ଏହି ବ୍ୟକ୍ତି.. | Odisha Reporter
ରେଲୱେ ସୁରକ୍ଷା କମିଶନର ରେଳବିଭାଗକୁ ଦେଇଥିବା ଇଏ ସେଇ ତଦନ୍ତ ରିପୋର୍ଟ । ଯେଉଁଥିରେ ରହିଛି ବାହାନଗା ଟ୍ରେନ ଟ୍ରାଜେଡିର ସାଂଘାତିକ ସତ। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କାହିଁକି ସେଦିନ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ବିଶ୍ୱରେ ଘଟିଥିବା ହୃଦୟଥରା ଦୁର୍ଘଟଣା ଭିତରେ ବାହାନଗା ଥିଲା ଅନ୍ୟତମ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
