Advertisment

ବାହାନଗା ଟ୍ରେନ ଟ୍ରାଜେଡି ପଛରେ ଏହି ବ୍ୟକ୍ତି !

କାହିଁକି ସେଦିନ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ବିଶ୍ୱରେ ଘଟିଥିବା ହୃଦୟଥରା ଦୁର୍ଘଟଣା ଭିତରେ ବାହାନଗା ଥିଲା ଅନ୍ୟତମ ।

Advertisment

ରେଲୱେ ସୁରକ୍ଷା କମିଶନର ରେଳବିଭାଗକୁ ଦେଇଥିବା ଇଏ ସେଇ ତଦନ୍ତ ରିପୋର୍ଟ । ଯେଉଁଥିରେ ରହିଛି ବାହାନଗା ଟ୍ରେନ ଟ୍ରାଜେଡିର ସାଂଘାତିକ ସତ। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କାହିଁକି ସେଦିନ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ବିଶ୍ୱରେ ଘଟିଥିବା ହୃଦୟଥରା ଦୁର୍ଘଟଣା ଭିତରେ ବାହାନଗା ଥିଲା ଅନ୍ୟତମ ।

Advertisment
Odisha BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe