Advertisment

ରଥଟଣା ବିଭ୍ରାଟ, ଦାୟୀ କିଏ?

ନୂଆ ପ୍ରଶାସକଙ୍କୁ ଅକଳରେ ପକାଇ ଦେଲେ କି ସେବାୟତ? ଆଗୁଆ ରଥ ଟଣା ପରେ ବି କାହିଁକି ଗୁଣ୍ଡିଚା ଘରେ ପହଞ୍ଚିପାରିଲାନି ରଥ? କେଉଁଠି ରହିଲା ତ୍ରୁଟି, କାହାର ଥିଲା ଭୁଲ? ପଦାରେ ପଡ଼ିଲା ଚରମ ବିଶୃଂଖଳା। ରଥ ଉପରେ ଆବଶ୍ୟକତାଠାରୁ ଅଧିକ ଲୋକ ଥିଲେ କି? ରଥ କର୍ଡନ ଭିତରକୁ ବିନା ପାସଧାରୀ ଗଲେ କିପରି? ପ୍ରଶାସନକୁ ଟାର୍ଗେଟ କଲେ ସେବାୟତ।

Lord Jagannath Ratha Yatra Puri Shreemandir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe