ଦାୟୀ କିଏ ? | Odisha Reporter
Advertisment
ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱର ବାହାନଗାରେ ଘଟିଛି। ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ। ଆରମ୍ଭ ହୋଇଗଲା ରେଳ ରାଜନୀତି। ଦୁର୍ଘଟଣା ପାଇଁ ସରକାର ଦାୟୀ ବୋଲି କହିଲେ ବିରୋଧୀ। ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ତଦନ୍ତ ହୋଇଯିବ ନି ତ ବାଟମଣା ? ବିଜେପି କହିଲା ବିରୋଧୀ ରାଜନୀତି ନ କରନ୍ତୁ। ଉଦ୍ଧାର କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us