Advertisment

ଭୁଲ୍ ପାଇଁ ଦାୟୀ କିଏ?

ଏ ହେଉଛି ନବ କୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି । ଯାହାକୁ ୨୦୧୧ ମସିହାରେ ବିଧାନସଭା ସମ୍ମୁଖରେ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ୧୨ ବର୍ଷ ମଧ୍ୟରେ ବିଧାନସଭାରେ ଗରିମା ବଢାଉଥିବା ଏହି ପ୍ରତିମୂର୍ତ୍ତିକୁ ହୁଏତ ସମସ୍ତେ ଅବଲୋତନ କରିଥିବେ ।

author-image
Manoj Swain
ଅଦ୍ୟତନ ହୋଇଛି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ୨୦୧୧ ମସିହାରେ ବିଧାନସଭା ସମ୍ମୁଖରେ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଗତ ୧୨ ବର୍ଷ ମଧ୍ୟରେ ବିଧାନସଭାରେ ଗରିମା ବଢାଉଥିବା ଏହି ପ୍ରତିମୂର୍ତ୍ତିକୁ ହୁଏତ ସମସ୍ତେ ଅବଲୋତନ କରିଥିବେ। କିନ୍ତୁ ଅନୁଗୁଳ ପୌରପାଳିକା କେମିତି ଦେଖି ପାରିଲା ନାହିଁ। ତାହା ହିଁ ସବୁଠାରୁ ବଡ ପ୍ରଶ୍ନ। ବାରମ୍ବାର ବିବାଦ ପରେ ପ୍ରତିମୂର୍ତ୍ତି ପାର୍କରୁ ହଟିଲା ସତ। କିନ୍ତୁ ଏଥିପାଇଁ ଯେଉଁ ଅର୍ଥ ନ।ଟ ହେଲା। ଏଥିପାଇଁ ପୂଜ୍ୟପୂଜାକୁ ଅପମାନ କରାଗଲା। ତାହାର ଉତ୍ତର ଦାୟୀତ୍ବ କିଏ ନେଲା ? ତାହା ଉପରେ ହେଲା କାର୍ଯ୍ୟାନୁଷ୍ଠାନ ?

Advertisment
Odisha Angul Nabakrushna Choudhuri