Advertisment

କିଏ ପିନ୍ଧାଉଛି ଟୋପି, ବିଜେଡି ନା ପୁଲିସ୍?

ଭୁବନେଶ୍ୱର ଲୋୟର ପିଏମଜିଠାରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ କେତେ ସଂଖ୍ୟକ ପୁଲିସ କର୍ମୀ ଆହତ ହୋଇଛନ୍ତି ସେନେଇ କେହି ସ୍ପଷ୍ଟ କରୁ ନାହାଁନ୍ତି। ପୁଲିସ ଅଧିକାରୀମାନେ ଗୋଟିଏ କଥା କହୁଥିବା ବେଳେ ବିଜୁ ଜନତା ଦଳ ପକ୍ଷ୍ୟରୁ ଭିନ୍ନ ଏକ କଥା କୁହାଯାଉଛି।

author-image
Debendra Prusty

ଭୁବନେଶ୍ୱର ଲୋୟର ପିଏମଜିଠାରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ କେତେ ସଂଖ୍ୟକ ପୁଲିସ କର୍ମୀ ଆହତ ହୋଇଛନ୍ତି ସେନେଇ କେହି ସ୍ପଷ୍ଟ କରୁ ନାହାଁନ୍ତି। ପୁଲିସ ଅଧିକାରୀମାନେ ଗୋଟିଏ କଥା କହୁଥିବା ବେଳେ ବିଜୁ ଜନତା ଦଳ ପକ୍ଷ୍ୟରୁ ଭିନ୍ନ ଏକ କଥା କୁହାଯାଉଛି। 

Advertisment
Bjp BjD Odisha Police Odisha