ନବ ଦାସ ହତ୍ୟା ପଛରେ କିଏ ସେ ପୂର୍ବତନ ମନ୍ତ୍ରୀ ?

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା। କହିଲେ, ସୁଚିନ୍ତିତ ଭାବେ ନବ ଦାସଙ୍କୁ ହତ୍ୟା କରାଯାଇଛି, କ୍ରାଇମବ୍ରାଞ୍ଚ ଠିକ୍‌ ତଦନ୍ତ କରୁନି, ନବ ଦାସ ବିଜେଡିକୁ ଯିବା ପରେ ବିଜେଡି ଭିତରେ ଅସନ୍ତୋଷ ହୋଇଛି, ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କର ତାଙ୍କ ସହ ପଡୁନଥିଲା, ବ୍ରଜରାଜନଗର ଉପନିର୍ବାଚନ ବେଳେ ତିକ୍ତତା ସ୍ପଷ୍ଟ ହୋଇଥିଲା, ସେମାନେ ହତ୍ୟାକାରୀ ହୋଇନଥିବେ ବୋଲି କିଏ କହିବ?, ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ନାହିଁ କିମ୍ବା ସେ ତଥ୍ୟ ଲୁଚାଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଯଦି ଦମ୍ ଅଛି ଏସଆଇଟି ତଦନ୍ତ ପାଇଁ ଚିଠି ଲେଖନ୍ତୁ।

Manoj Swain
  • Published: Wednesday, 22 February 2023
  • Updated: 22 February 2023, 05:29 PM IST

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା। କହିଲେ, ସୁଚିନ୍ତିତ ଭାବେ ନବ ଦାସଙ୍କୁ ହତ୍ୟା କରାଯାଇଛି, କ୍ରାଇମବ୍ରାଞ୍ଚ ଠିକ୍‌ ତଦନ୍ତ କରୁନି, ନବ ଦାସ ବିଜେଡିକୁ ଯିବା ପରେ ବିଜେଡି ଭିତରେ ଅସନ୍ତୋଷ ହୋଇଛି, ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କର ତାଙ୍କ ସହ ପଡୁନଥିଲା, ବ୍ରଜରାଜନଗର ଉପନିର୍ବାଚନ ବେଳେ ତିକ୍ତତା ସ୍ପଷ୍ଟ ହୋଇଥିଲା, ସେମାନେ ହତ୍ୟାକାରୀ ହୋଇନଥିବେ ବୋଲି କିଏ କହିବ?, ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ନାହିଁ କିମ୍ବା ସେ ତଥ୍ୟ ଲୁଚାଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଯଦି ଦମ୍ ଅଛି ଏସଆଇଟି ତଦନ୍ତ ପାଇଁ ଚିଠି ଲେଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos