କିଏ ସେ ପୂର୍ବତନ ମନ୍ତ୍ରୀ ? | Odisha Reporter
ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା। କହିଲେ, ସୁଚିନ୍ତିତ ଭାବେ ନବ ଦାସଙ୍କୁ ହତ୍ୟା କରାଯାଇଛି, କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ କରୁନି, ନବ ଦାସ ବିଜେଡିକୁ ଯିବା ପରେ ବିଜେଡି ଭିତରେ ଅସନ୍ତୋଷ ହୋଇଛି, ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କର ତାଙ୍କ ସହ ପଡୁନଥିଲା, ବ୍ରଜରାଜନଗର ଉପନିର୍ବାଚନ ବେଳେ ତିକ୍ତତା ସ୍ପଷ୍ଟ ହୋଇଥିଲା, ସେମାନେ ହତ୍ୟାକାରୀ ହୋଇନଥିବେ ବୋଲି କିଏ କହିବ?, ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ନାହିଁ କିମ୍ବା ସେ ତଥ୍ୟ ଲୁଚାଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଯଦି ଦମ୍ ଅଛି ଏସଆଇଟି ତଦନ୍ତ ପାଇଁ ଚିଠି ଲେଖନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us