Advertisment

କିଏ ଓଡ଼ିଶାର ଗର୍ବ ?

ବାରବାର ଓଡ଼ିଶାକୁ ଲାଞ୍ଛିତ କରୁଛି କି ବିଜେଡି ? କେତେବେଳେ କହୁଛି ନବୀନ ଓଡ଼ିଶାର ପରିଚୟ ତ , ଆଉ କେତେବେଳେ ଶଙ୍ଖ ଆମର ଗର୍ବ। କୁଆଡ଼େ ଗଲେ ପ୍ରଭୁ ଜଗନ୍ନାଥ ଆଉ ଓଡ଼ିଶାର ମହାପୁରୁଷ ? ବିରୋଧୀ କହିଲେ ଲୋକଙ୍କ ମନରୁ ହଜିଯାଉଛି ଶଙ୍ଖ। ଏଥିପାଇଁ ବିଜେଡି ନେତା କହୁଛନ୍ତି କି ଶଙ୍ଖ ମୋ ଗର୍ବ ?

author-image
Manoj Swain

BjD Odisha Politics Naveen Patanaik