Advertisment

କିଏ ଏହି ବିଜେଡି କର୍ମୀ?

ପୁଣି ଚର୍ଚ୍ଚାରେ ନୟାଗଡ଼ ରାଜନୀତି। ଏବେ ବିଜେଡି ଓ ବିଜେପି କର୍ମୀଙ୍କୁ ନେଇ ଆରମ୍ଭ ହୋଇଛି ବୟାନବାଜି। ବିଜେପି ନେତ୍ରୀ ପ୍ରତ୍ୟୁଷାଙ୍କ ସହ ମିଶିବାରୁ କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ନେଇ ଥାନାରେ ଅଭିଯୋଗ। କଥା ଏତିକିରେ ସରିନଥିଲା। ବିଜେପି ନେତ୍ରୀଙ୍କ ସହ କାହିଁକି ମିଶୁଛ କହି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

BjD Nayagarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe