Advertisment

ବଗଲା ଧର୍ମଶାଳା ପାଖରେ କିଏ ସେ ଭକ୍ତ?

ଶୁଣିଲେ ତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା? ଭକ୍ତଙ୍କ ପାଇଁ କୁଆଡ଼େ ମଙ୍ଗଳବାର ଅଟକିଥିଲା ନନ୍ଦିଘୋଷ ରଥ। ରଥଯାତ୍ରା ବେଳେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଆସିଥିଲେ ଦୂର ଦୁରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ। ହେଲେ ବଗଲା ଧର୍ମଶାଳା ପାଖରେ ଛକି ବସିଥିଲା କାଳିଆର ବଡ଼ ଭକ୍ତ। ଭକ୍ତ ସାଲବେଗ ଓ ବନ୍ଧୁ ମହାନ୍ତିଙ୍କ ରୂପରେ ଆସିଥିବା ସେହି ଭକ୍ତକୁ ନେଇ ଚର୍ଚ୍ଚା।

author-image
Debendra Prusty

Lord Jagannath Ratha Yatra Odisha