Advertisment

ଏ ପିଲାକୁ କିଏ ବୁଝାଇବ?

ଯଦି ପିଲାମାନେ ଏଭଳି ଅଝଟ କରୁଛନ୍ତି ତେବେ ଆଦୌ ସେମାନଙ୍କୁ ଗାଡ଼ି ଚଳାଇବା ପାଇଁ ଦିଅନ୍ତୁ ନାହିଁ। ଯଦି ପିଲାର ଜିଦ୍ ଆଗରେ ମୁଣ୍ଡ ନୁଇଁ, ତାଙ୍କ ହାତରେ ଗାଡ଼ି ଦେଲେ, ତେବେ ଚାଲାଣ କଟିବାଟା ନିଶ୍ଚିତ। ପିଲାର ବୟସ ୧୮ ବର୍ଷରୁ କମ ହୋଇଥିଲେ ତେବେ ଅଭିଭାବକମାନେ ୨୫ ହଜାର ଟଙ୍କା ତଣ୍ଡ ଗଣିବେ।

Driving Licence Fine Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe